ଭ୍ରାନ୍ତି
ଦେଖଣା
ଭ୍ରାନ୍ତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଭ୍ରମ ଧାତୁ+ଭାବ ତି)
[ସମ୍ପାଦନା]- ୧. ଭ୍ରମ; ପ୍ରମାଦ —୧. Error; mistake.
- ୨. ମିଥ୍ୟ ଜ୍ଞାନ; ମୋହ —୨. Delusion.
- ୩. ମାୟା —୩. Illusion.
- ୪. ଭ୍ରମଣ —୪. Walk; wandering.
- ୫. ଘୂର୍ଣ୍ଣନ —୫. Revolution.
- ୬. ସନ୍ଦେହ (ହିନ୍ଦୀ - ଶ) —୬. Doubt.
- ୭. କାବ୍ୟାଳଙ୍କାର ବିଶେଷ; ଯହିଁରେ ଉପସ୍ଥିତ ବସ୍ତୁ ଅନ୍ୟ ଅନୁପସ୍ଥିତ ବସ୍ତୁର ସାଦୃଶ୍ୟ ଦେଖି ଦର୍ଶକର ମନରେ ଅନୁପସ୍ଥିତ ବସ୍ତୁର ଧାରଣା ଜନ୍ମିବା ବିଷୟ ବର୍ଣ୍ଣିତ ହୋଇଥାଏ —୭. A figure of speech in which is described how a per son mistakes one thing for another thing on account of the foemer's similarity with the other.
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଭାତି)
[ସମ୍ପାଦନା]ଶୋଭା Beauty.
(ଉ—ଗାୟେଣୀଙ୍କ ଗତି ଭ୍ରାନ୍ତି ଚାତୁରୀ ତରଙ୍ଗ ଦେଖିଣ କି ଟଳେ ମନ ଲୋଚନ ସେ ଅଙ୍ଗ ପ୍ରାଚୀ ରହସ୍ୟମଞ୍ଜରୀ]