ଭ୍ରାନ୍ତି ମାନ୍
ଦେଖଣା
ଭ୍ରାନ୍ତି ମାନ୍
ଉଚ୍ଚାରଣ
[ସମ୍ପାଦନା](ଭ୍ରାନ୍ତିମତୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଭ୍ରମଯୁକ୍ତ —୧. Mistaken
- ୨. କୁପଥ ଗାମୀ —୨. Going astray.
ବିଶେଷ୍ୟ -
[ସମ୍ପାଦନା]କାବ୍ୟା— ଲଙ୍କାର ବିଶେଷ —A rhertorical figure.
[ଦ୍ରଷ୍ଟବ୍ୟ — ଏଥିରେ ସାଦୃଶ୍ୟ ହେତୁ କଳ୍ପନାକୃତ ପ୍ରକୃତ ବିଷୟରେ କବିର ଅନ୍ୟ ବସ୍ତୁର ଭ୍ରମ ହୁଏ ଯଥା— ଶିବା ଖୋଜିଲେ ଯେ ଭୀମ ଅଛନ୍ତି ନାହାନ୍ତି ଭ୍ରମ ଶିବ
ଗଙ୍ଗାଙ୍କୁ ଖୋଜିଲେ ଜଟା ଫିଟାଇ, କୁସୁମ ବ୍ରତତୀ ଅଦୃଷ୍ଟ ରଜାର ରୀତି, ମୋତିହାର ବତୀ ମୋତି ଚିନ୍ତାକୁ ପାଇ, ଭ୍ରମରେ ଭ୍ରମରେ ଭ୍ରମନ୍ତି,ମଧୁ ପରାୟେ କୁମୁଦିନୀ ଲୋଡ଼ନ୍ତି ଅଭିମନ୍ୟୁ ବିଦଗ୍ଧ ଚିନ୍ତାମଣି]