Jump to content

ଭ୍ରାମର

ଉଇକିଅଭିଧାନ‌ରୁ

ଭ୍ରାମର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭ୍ରମର+ଆ)

[ସମ୍ପାଦନା]
୧. ଭ୍ରମର ସଞ୍ଚିତ ଏକ ପ୍ରକାର ମଧୁ; ମହୁ —୧. A kind of honey collected by the humble bee.

[ଦ୍ରଷ୍ଟବ୍ୟ —ସଚରାତର ଯେଉଁ ଭ୍ରମର ମାନେ ଦେଖାଯାନ୍ତି, ସେମାନଙ୍କ ଅପେକ୍ଷା ଆକୃତିରେ କିଞ୍ଚିତ କ୍ଷୁଦ୍ର ଭ୍ରମରମାନଙ୍କ କର୍ତ୍ତୃକ ସଞ୍ଚିତ ଭ୍ରମମେଧୁ ସ୍ପଟିକତୁଲ୍ୟା ନିର୍ମଳ ବୈଦ୍ୟକମତରେ ଏହା ରକ୍ତ ପିତ୍ତ ନାଶକ, ମୁତ୍ର ଜନକ, ଜାଡ଼୍ୟକର ଗୁରୁ , ମଧୁରବିପାକ, ଅଭିଷ୍ୟନ୍ଦା ଅତ୍ୟନ୍ତ ପିଚ୍ଛଳ ଓ ଶୀତବୀର୍ଯ୍ୟ ବଙ୍ଗଳା ଦ୍ରବ୍ୟଗୁଣ]

୨. ଚୁମ୍ୱକ ପଥର; ଅୟସ୍କାନ୍ତମଣି —୨. Magnetic stone. load stone.
୩. ନୃତ୍ୟ ବିଶେଷ —୩. A kind of whirling ring-dance.

[ଦ୍ରଷ୍ଟବ୍ୟ — ଏ ନୃତ୍ୟରେ ବହୁ ଲୋକ ମଣ୍ଡଳ ହୋଇ ବୁଲି ବୁଲି ନାଚନ୍ତି ଗଡ଼ଜାତର ଆଦିମନିବାସୀମାନେ ଏହି ପ୍ରକାର ନାଚ ନାଚନ୍ତି ]

୪. ଅପସ୍ମାର ରୋଗ —୪. Epilepsy.

ବିଶେଷଣ -

[ସମ୍ପାଦନା]

ଭ୍ରମର— ସମ୍ୱନ୍ଧୀୟ —Relating to the black bee.