Jump to content

ଭ୍ରାମରୀ

ଉଇକିଅଭିଧାନ‌ରୁ

ଭ୍ରାମରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଭ୍ରାମର+ସ୍ତ୍ରୀ . ଈ)

[ସମ୍ପାଦନା]
୧. ଭ୍ରାମରର ସ୍ତ୍ରୀଲିଙ୍ଗ — ୧. The feminine of Bhrāmara.
୨. ଦୁର୍ଗା —୨. Goddess Durgā.

[ଦ୍ରଷ୍ଟବ୍ୟ —ଚଣ୍ଡୀପୁରାଣରେ ୧୧ଶ ଅଧାୟ ୫୩: ୫୪: ଶ୍ଲୋକରେ ଦେବୀ ସ୍ତବକାରୀ ଦେବତାମାନଙ୍କୁ କହିଅଛନ୍ତି, 'ଯେଉଁ ସମୟରେ ଅରୁଣ ନାମକ ରାକ୍ଷାସ ତୈଲୋକ୍ୟରେ ମହାବାଧା କରିବ, ସେ ସମୟରେ ମୁଁ ବହୁ ଷଟ୍ପଦ ଭ୍ରମରରୂପ ଧାରଣ କରି ତ୍ରୈଲୋକ୍ୟର ହିତ ନିମନ୍ତେ ଉକ୍ତ ମହାସୁରକୁ ବଧ ଭ୍ରାମରୀ' ନାମରେ ସ୍ତବ କରିବେ ]

କରିବି ଓ ଲୋକେ ସର୍ବତଃ ମୋତେ ସେ ସମୟରେ

୩. ୩ ପୁତ୍ରଦାତ୍ରା ଲତା (ହିନ୍ଦୀ - ଶ) —୩. A kind of herbal creeper.
୪. (ପୁଂ; ଭ୍ରମର+ଇନ୍; ୧ମା. ୧ବ) ଅପସ୍ମାର ରୋଗାକ୍ରାନ୍ତ ବ୍ୟକ୍ତି (ହିନ୍ଦୀ - ଶ) —୪. A person subject to epe leptic fits.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. (ପୁଂ) ଭ୍ରମର+ଇନ୍) ଅପସ୍ମାର ରୋଗାକ୍ରାନ୍ତ —୧. Epileptic
୨. (ସ୍ତ୍ରୀ) ଭ୍ରାମରର ସ୍ତ୍ରୀଲିଙ୍ଗ —୨. Feminine of Bhrāmara.