Jump to content

ଭ୍ରାଷ୍ଟ୍ର

ଉଇକିଅଭିଧାନ‌ରୁ

ଭ୍ରାଷ୍ଟ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ଭ୍ରାଜ ଧାତୁ+କର୍ତ୍ତୃ. ତ୍ର; ନିପାତନ)—ଆକାଶ (ହିନ୍ଦୀ - ଶ) —୧. The sky.
୨. (ଭୃଜ୍ ଧାତୁ+ କରଣ ବା ଅଧିକରଣ ତ୍ର, ନିପାତନ) ଭଜାଭଜି ହାଣ୍ଡି; ଯେଉଁ ହାଣ୍ଡିରେ ଚାଉଳ ଭାଜି ମୁଢ଼ି, ଚୁଡ଼ା ଭାଜି ହୁଡ଼ୁମ୍ୱ ଆଦି କରାଯାଏ (ହିନ୍ଦୀ - ଶ) —୨. A pot for frying rice and other corn.