Jump to content

ଭ୍ରୁ

ଉଇକିଅଭିଧାନ‌ରୁ

ଭ୍ରୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଭ୍ରୁମ୍ ଧାତୁ+କର୍ତ୍ତୃ. ଉ)

[ସମ୍ପାଦନା]

ଚକ୍ଷୁର ଉପରେ ଓ ଲଲାଟର ନିମ୍ନରେ ଥିବା ଧେନୁକାକୃତି ଲୋମରାଜି; ଭୁଲତା —Eye brow; the line of hair or the arches over the eyes; the hairy arches above the eyes.