ଭ୍ରୁକୁଞ୍ଜନ କରିବା
ଦେଖଣା
ଭ୍ରୁକୁଞ୍ଜନ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭ୍ରୁକୁଞ୍ଜନ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କ୍ରୋଧରେ ମୁହଁ ଫଣ ଫଣ କରିବା — ୧. To scowl; to frown.
- ୨. (ଲକ୍ଷଣାର୍ଥ) କ୍ରୋଧ ବା ଅସମ୍ମତି ବା ଅସନ୍ତୋଷ ପ୍ରକାଶ କରିବା —୨. (figu rative) To show signs of one's anger, disagreement or displeasure.