Jump to content

ଭ୍ରୁକୁଟୀ

ଉଇକିଅଭିଧାନ‌ରୁ

ଭ୍ରୁକୁଟୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭ୍ରୁ+କୁଟ୍ ଧାତୁ=କୁଟୀଳ ହେବା+ଇ. ଈ, ନିପାତନ)

[ସମ୍ପାଦନା]

ଭ୍ରୁକୁଞ୍ଚନ (ଦେଖ) - Bhrukun̄chana (See)



ଭ୍ରୁକୁଟୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭ୍ର +କୁଟ୍ ଧାତୁ=କୁଟିଳ ହେବା+ଇ. ଈ)

[ସମ୍ପାଦନା]

ଭ୍ରୁକୁଞ୍ଜନ (ଦେଖ) - —Bhrūkun̄chana (See).

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୃଙ୍ଗୀ)

[ସମ୍ପାଦନା]

ମହାଦେବଙ୍କ ଦ୍ୱାରପାଳ ଦ୍ୱୟଙ୍କ ମଧ୍ୟରୁ ଜଣେ —One of the two gate- keepers of ṡiba.

[ଦ୍ରଷ୍ଟବ୍ୟ — ଅନ୍ୟ ଦ୍ୱାରପାଳଙ୍କ ନାମ ନନ୍ଦୀ]