ଭ୍ରୂକ୍ଷେପ କରିବା
ଦେଖଣା
ଭ୍ରୂକ୍ଷେପ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭ୍ରୂକ୍ଷେପ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦୃଷ୍ଟି ପକାଇବା —୧. To look at.
- ୨. ଖାତିର କରିବା —୨. To take notice of ; to pay heed to.
(ଯଥା— ସେ ମୋ କଥାକୁ ଆଦୌ ଭ୍ରୁକ୍ଷେପ କଲା ନାହିଁ)