Jump to content

ଭ୍ରୂଣ

ଉଇକିଅଭିଧାନ‌ରୁ

ଭ୍ରୂଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭ୍ରୁଣ ଧାତୁ+କର୍ମ. ଅ)

[ସମ୍ପାଦନା]
୧. ଗର୍ଭସ୍ଥ ଶିଶୁ; ଶିଶୁର ଗର୍ଭରେ ଥିବା ବେଳର ଅବସ୍ଥା —୧. Foetus; the embryo in the womb.
୨. ଅଜାତ ଶିଶୁ; ଶିଶୁର ଜନ୍ମ ହେବାର ପୂର୍ବ ଅବସ୍ଥା —୨. An unborn child
୩. ବାଳକ —୩. A boy
୪. ସ୍ତ୍ରୀର ଗର୍ଭ (ହିନ୍ଦୀ - ଶ) — ୪. womb; uterus.