Jump to content

ଭ୍ରୂଣଘ୍ନ

ଉଇକିଅଭିଧାନ‌ରୁ

ଭ୍ରୂଣଘ୍ନ

ଉଚ୍ଚାରଣ

[ସମ୍ପାଦନା]

ଭ୍ରୂଣ ଘାତକ, ଭ୍ରୂଣ ଘାତଅନ୍ୟରୂପ

ଭ୍ରୂଣହା, ଭ୍ରୂ(ଭ୍ରୂ)ଣଘ୍ନୀ, ଭ୍ରୂଣଘାତିକା, ଭ୍ରୂଣଘାତିନୀସ୍ତ୍ରୀ

ଦେଶଜ - ବିଶେଷଣ - ପୁଲିଙ୍ଗ - (ଭ୍ରୂଣ+ହନ ଧାତୁ+କ୍ୱିପ୍)

[ସମ୍ପାଦନା]

ଯେ ଗର୍ଭସ୍ଥ ଭ୍ରୂଣକୁ ନାଶ କରେ; ଯେ ପେଟ ଭଙ୍ଗାଏ; ଗର୍ଭପାତ କରୀ —Bringing about or causing aborting or miscarriage.