ଭୟଙ୍କର
ଦେଖଣା
ଭୟଙ୍କର
ଉଚ୍ଚାରଣ
[ସମ୍ପାଦନା](ଭୟଙ୍କରୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଭୟ+କୃ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଭୀତିପ୍ରଦ; ତ୍ରାସଜନକ —୧. Fearful; terrific; alarming.
- ୨. ଘୋର —୨. Terrible; formidable.
- ୩. ବେଳାୟ; ଅତ୍ୟଧିକ ୩. Excessive.
ଦେଶଜ - କ୍ରି.ବିଶେଷଣ - ଓ ବିଣରବିଶେଷଣ -
[ସମ୍ପାଦନା]ଅତ୍ୟନ୍ତ; ଭାରି —Very; too much.
[ଯଥା— ସେ ଭୟଙ୍କର ଦୁଷ୍ଟ ପିଲା]