Jump to content

ଭୟାକୁଳ

ଉଇକିଅଭିଧାନ‌ରୁ

ଭୟାକୁଳ

ଉଚ୍ଚାରଣ

[ସମ୍ପାଦନା]

(ଭୟାକୁଳିତ, ଭୟାର୍ତ୍ତ—ଅନ୍ୟରୂପ)

(ଭୟାକୁଳା, ଭୟାକୁଳିତା; ଭୟାର୍ତ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (୩ୟା ତତ୍; ଭୟ +ଆକୁଳ)

[ସମ୍ପାଦନା]

ଭୟବିହଳ — Overwhelmed with fear; terrified; terror-struck.