ଭୟାନକ
ଦେଖଣା
ଭୟାନକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଯାହାଠାରୁ ଭୟ ପାଇବାକୁ ହୁଏ; ଭୀଷଣ; ଭୟଜନକ Terrific; terrible.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ବ୍ୟାଘ୍ର —୧. Tiger.
- ୨. ରାହୁ —୨. The Dragon's head.
- ୩. କାବ୍ୟର ରସବିବେଷ; ଭୟ ଯେଉଁ ରସର ସ୍ଥାୟୀଭାବ —୩. The sentinment of terror in literature.
ଦେଶଜ - କ୍ରି.ବିଶେଷଣ - ଓ ବିଣରବିଶେଷଣ -
[ସମ୍ପାଦନା]- ୧. ଅତ୍ୟନ୍ତ —୧. Very much.
- ୨. ଭୟଙ୍କର ଭାବରେ — ୨. Awfully.