Jump to content

ଭୟାର୍ତ୍ତ

ଉଇକିଅଭିଧାନ‌ରୁ

ଭୟାର୍ତ୍ତ

ଉଚ୍ଚାରଣ

[ସମ୍ପାଦନା]
[ଭୟାର୍ତ୍ତା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍, ଭୟ+ଆର୍ତ୍ତ)

[ସମ୍ପାଦନା]

ଭୟ—ଦ୍ୱାରା ବିହଳ; ଭୟକାତର —Overwhelmed with fear; terrified;, frightened.