Jump to content

ଭୟ କାତର

ଉଇକିଅଭିଧାନ‌ରୁ

ଭୟ କାତର

ଉଚ୍ଚାରଣ

[ସମ୍ପାଦନା]

ଭୟ କ୍ଳିଷ୍ଟ, ଭୟବିହଳ, ଭୟକ୍ଷୁବ୍ଧଅନ୍ୟରୂପ

ସଂସ୍କୃତ - ବିଶେଷଣ - ପୁଂ. (୩ୟା ତତ୍; ଭୟ+କାତର)

[ସମ୍ପାଦନା]

ଭୟାର୍ତ୍ତ; ଅତ୍ୟନ୍ତ ଭୟ ଯୋଗୁଁ ବିହଳ — Overhelmed with fear; terrified.

(ଭୟକାତରତା—ବି; ଭୟକାତରା—ସ୍ତ୍ରୀ)