ଭ(ଗ)ତ ବିଶ୍ୱାସ
ଭ(ଗ)ତ ବିଶ୍ୱାସ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଭ(ଗ)ତ ବିଶ୍ୱାସ
|
ଦେଶଜ - ବି— (ସଂସ୍କୃତ - ଭକ୍ତ+ବିଶ୍ୱାସ)[ସମ୍ପାଦନା]
- ୧. ବିଶ୍ୱାସୀ ବା ବିଶ୍ୱାସାସ୍ପଦ ଭକ୍ତ —୧. A trusted devotee.
[ଉ— ମୁଂ ତାଙ୍କୁ ପୂରାଇବା ଆଶ, ସେ ମୋର ଭକତ ବିଶ୍ୱାସ ଜଗନ୍ନାଥ. ଭାଗବତ]
- ୨. ବିଶ୍ୱାସୀ ଓ ଭକ୍ତିଯୁକ୍ତ ବନ୍ଧୁ — ୨. A trusted and devoted friend.
[ଉ— ଆସ ମଇତ୍ର ମୋର ପାଶ, ତୁ ମୋର ଭକତ ବିଶ୍ୱାସ ଗଜ ନିସ୍ତାରଣ]
- ୩. ଭକ୍ତ ଯେଉଁ ପ୍ରଭୁଙ୍କଠାରେ ପୂର୍ଣ୍ଣ ବିଶ୍ୱାସ ବା ଆସ୍ଥା ରଖିଥାଏ —୩. A master on whom the devotee places utmost
confidence.
(ଉ—ବୋଲାଅ ଯେ ତୁମ୍ଭେ ଭକତ ବିଶ୍ୱାସ, ମୋ ଛାର କି କହି ପାରିବ ତୁମ୍ଭ ଯଶ— କୃଷ୍ଣସିଂହ ମହାଭାରତ. ଆଦି)