Jump to content

ମଏ

ଉଇକିଅଭିଧାନ‌ରୁ

ମଏ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ଅ. (କଚିରିଆ) (ଫାରାସୀ - ମାୟ; ତୁଳ ସଂସ୍କୃତ - ମଧ୍ୟ)

[ସମ୍ପାଦନା]
୧. ସହିତ —୧. With; together with.
୨. ମଧ୍ୟ; ଏବଂ —୨. Also; and.
୩. ଅମୁକକୁ ମିଶାଇ — ୩. Including.

ଗ୍ରାମ୍ୟ - ଅ. (ପ୍ରାଚୀନ) (ସଂସ୍କୃତ - ମୟ; ଅନ୍ୟ ଶବ୍ଦ ସଙ୍ଗେ ଲାଗେ, ଦୁଃଖ ମଏ)

[ସମ୍ପାଦନା]

ସଂସ୍କୃତ - 'ମୟ' ପ୍ରତ୍ୟୟ — Full of.

[ଉ—ୟେ ଭାଷା କୋଟି କୋଟି ମୋକ୍ଷ ମଏ, ନ ଦେବୁ ସୁନୀ ଯାଚିଲେ ବିଶାଏ ପ୍ରାଚୀ. ପରଚେ ଗୀତା]

ଅନୁବାଦ

[ସମ୍ପାଦନା]

କ୍ରି. ବିଶେଷଣ - (ସଂସ୍କୃତ - ମୟ)

[ସମ୍ପାଦନା]

ବ୍ୟାପକ ରୂପେ —Throughout.

(ଯଥା—ରୋଗ ଦେଶମଏ ବ୍ୟାପିଗଲା)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପଶୁ ଆଦି ଜୀବଙ୍କର ଋତୁକାଳ —The rut period of different animals; the mating; period of animals; the time of heat of animals.