ମଖସା

ଉଇକିଅଭିଧାନ‌ରୁ

ମଖସା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେ—(ଗଞ୍ଜାମ) ବୈଦେଶିକ - ବିଶେଷ୍ୟ - (ଫ. ମଖାସା)[ସମ୍ପାଦନା]

ପୁରସ୍କାରରୂପେ ପ୍ରଦତ୍ତ ଯାଗିରି —Jagir land granted as a reward for services rendered.

୧. (ଗଞ୍ଜାମ, ଜୟପୁର) ବି— ରାଜକାର୍ଯ୍ୟ କରିବା ପାଇଁ ବ୍ୟକ୍ତିବିଶେଷଙ୍କୁ ଅଳ୍ପ ଖଜଣାରେ ଯେଉଁ ଜାଗିରି ଦିଆଯାଏ —୧. Jaigirs granted to publice servants on quit-rent for rendering service.