ମଖାସା
ଦେଖଣା
ମଖାସା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେ—(ଗଞ୍ଜାମ) ବୈଦେଶିକ - ବିଶେଷ୍ୟ - (ଫ. ମଖାସା)
[ସମ୍ପାଦନା]ପୁରସ୍କାରରୂପେ ପ୍ରଦତ୍ତ ଯାଗିରି —Jagir land granted as a reward for services rendered.
- ୧. (ଗଞ୍ଜାମ, ଜୟପୁର) ବି— ରାଜକାର୍ଯ୍ୟ କରିବା ପାଇଁ ବ୍ୟକ୍ତିବିଶେଷଙ୍କୁ ଅଳ୍ପ ଖଜଣାରେ ଯେଉଁ ଜାଗିରି ଦିଆଯାଏ —୧. Jaigirs granted to publice servants on quit-rent for rendering service.