ମଗରା
ଦେଖଣା
ମଗରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ମଗରୀ—ସ୍ତ୍ରୀ)
ବୈଦେଶିକ - ବିଶେଷଣ - ପୁଲିଙ୍ଗ - (ଆ—ମଦରୂର୍=ଗର୍ବିତ)
[ସମ୍ପାଦନା]- ୧. ଗର୍ବିତ — ୧. Proud.
- ୨. ଧୂଷ୍ଟ; ଅବାଧ୍ୟ —୨. Insubordinate; impudent; insolent.
- ୩. ପ୍ରଭୁର ଆଦେଶ ଅବମାନନାକାରୀ (ଭୃତ୍ୟ) — ୩. Disobedient (servant).
ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -
[ସମ୍ପାଦନା]- ୧. ପାଣି ଯିବାପାଇଁ ତିଆରି ହୋଇଥିବା ମାଟିର ନଳା —୧. Earthen tube used as the
channel for water to flaw out.
- ୨. ଖପରଲୀ ଘରର ମଥାନ ଉପରେ ଦିଆଯିବା ଅର୍ଦ୍ଧ ବୃତ୍ତାକାର ଖପରଲି —Semicircular thatching tiles ehich are laid on the top of tiled thatch.