ମଗର୍
ଦେଖଣା
ମଗର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ସମ୍ୱଲପୁର)ବୈଦେଶିକ - (ଆ) ଅ (ତୁଳ. ହିନ୍ଦୀ - ମଗର୍)
[ସମ୍ପାଦନା]- ୧. କିନ୍ତୁ —୧. But.
- ୨. ପରନ୍ତୁ —୨. On the other hand.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]- ୧. ମକର (ଦେଖ) - ୧. Makara (See)
- ୨. (ତୁଳ. ଏହି ଅର୍ଥରେ ହିନ୍ଦି ଏହି ଶବ୍ଦ) କୁମ୍ଭୀର —୨. Alligator.