Jump to content

ମଗା

ଉଇକିଅଭିଧାନ‌ରୁ

ମଗା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ମାର୍ଗଣ)—ଯାଚ୍ ତ୍ତ; ମାଗିବା — ୧. Asking; begging.
୨. ଭିକ୍ଷୁକ —୨. Begger.

ବିଶେଷଣ -

[ସମ୍ପାଦନା]
୧. (ଅନ୍ୟଠାରୁ) ମାଗି ଆଣିବା (ପଦାର୍ଥ) —୧. (A thing) Obtained from another by asking for it.
୨. ଭିକ୍ଷାକାରୀ (ବ୍ୟକ୍ତି) —୨. Begging alms.