ମଗାଯାଚ
=== ଦେଶଜ - ବିଶେଷ୍ୟ - (ଏକାର୍ଥକ ସହଚର ଶବ୍ଦ; ସଂସ୍କୃତ - ମାର୍ଗଣ ଓ ଯାଚ୍ଞ୍ଚା)
ମାଗିବା; ମଗାଯଚା —Begging and asking.