ମଗେଇବା
ଦେଖଣା
ମଗେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]=== ଦେଶଜ - କ୍ରିୟାପଦ -
- ୧. ମାଗିବା କ୍ରିୟାର ଣିଜନ୍ତ ରୂପ — The causative from of Māgibā
- ୧. ଅନ୍ୟଦ୍ୱାରା କୌଣସି ବସ୍ତୁ ମାଗିବା — ୧. To ask for a thing through another. person.
- ୨. କୌଣସି ବସ୍ତୁ ଅଣାଇବାକୁ ସଂବାଦ ଦେବା —୨. To send for (a thing) to order for the supply of a thing.
[ଋତୁପର୍ଣ୍ଣ ନିଜର ଦେଶକୁ ଯିବାକୁ ମଗାଇଲେ ସାରଥିଏ ଭୀମ ରାଜାଙ୍କ କୃଷ୍ଣସିଂହ. ମହାଭାରତ. ବନ]