Jump to content

ମଗ୍ଦୁର ଭର୍

ଉଇକିଅଭିଧାନ‌ରୁ

ମଗ୍ଦୁର ଭର୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ମଗ୍ଦୁର୍ ଭରିରେ—ଅନ୍ୟରୂପ)

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ଯଥାଶକ୍ତି ସାଧ୍ୟାନୁସାରେ, ପାରୁ— ପର୍ଯ୍ୟନ୍ତ —To the best of one's power or ability.

(ଯଥା—ମୋ ମଗ୍ଦୁର୍ ଭରି ମୁଁ ଏ କାମ କରିବି, କାର୍ଯ୍ୟ ପୂରା ହେବା ଈଶ୍ୱରଙ୍କ ହାତରେ)