Jump to content

ମଗ୍ନଗିରି

ଉଇକିଅଭିଧାନ‌ରୁ

ମଗ୍ନଗିରି

ଉଚ୍ଚାରଣ

[ସମ୍ପାଦନା]

(ମଗ୍ନପର୍ବତ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ମଗ୍ନ+ଗିରି)

[ସମ୍ପାଦନା]
୧. ସମୁଦ୍ର ମଧ୍ୟରେ ବୁଡ଼ି ଥିବା ପର୍ବତ; ବୁଡ଼ା ପାହାଡ଼ —୧. Submarine rock.
୨. ପୌରାଣିକ ମୈନାକପର୍ବତ — ୨. Name of a mythological mountain.

[ଦ୍ରଷ୍ଟବ୍ୟ —ଏ ହିମାଳୟ ପୁତ୍ର ଇନ୍ଦ୍ର୍ ପର୍ବତମାନଙ୍କ ପକ୍ଷଛେଦ କରିବା ସମୟରେ ମୈନାକ ପର୍ବତ ସମୁଦ୍ରରେ ଲୁଚି ରହି ଅତ୍ମରକ୍ଷା କରିଥାବା ପୁରାଣ ପ୍ରସିଦ୍ଧ]