ମଘ
ଦେଖଣା
ମଘ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମହି, ଧାତୁ=ପୂଜା କରିବା+ଅ)
[ସମ୍ପାଦନା]- ୧. (+ ଭାବ. ଅ) ପୂଜା —୧. Worship.
- ୨. ସୁଖ —୨. Happiness; pleasure.
- ୩. (+ କରଣ. ଅ) ଧନ; ସମ୍ପତ୍ତି (ହିନ୍ଦୀ - ଶ) —୩. Riches.
- ୪. ପୌରାଣିକ ଭୂଗୋଳ ଅନୁସାରେ ମ୍ଳେଚ୍ଛାଧିଷ୍ଠିତ ଦ୍ୱୀପବିଶେଷ ଓ ତଦ୍ଦେଶବାସୀ ବ୍ୟକ୍ତିଗଣ —୪. Name of a mythological island or division of the globe and its barbarian inhabitants (Apte).
- ୫. ପୁଷ୍ପ ବିଶେଷ (ହିନ୍ଦୀ - ଶ) —୫. A kind of flower (Apte).
- ୬. ପୁରସ୍କାର (ହିନ୍ଦୀ - ଶ) —୬. Reward.
- ୭. ଉପହାର — ୭. A present (Apte)
- ୮. ଦଶମ ନକ୍ଷତ୍ର; ମଘା — ୮. The tenth lunar mansion (Apte).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବ୍ରାହ୍ମଦେଶର ଆରାକାନ ପ୍ରଦେଶ ଓ ଦଦ୍ଦେଶବାସୀ ବ୍ୟକ୍ତ— ଗଣ —The araken country amd the Arakanese people.
[ଦ୍ରଷ୍ଟବ୍ୟ —ଏମାନେ ପଞ୍ଚଦଶ ଶତାବ୍ଦୀରେ ବଙ୍ଗୋପସାଗରରେ ଜଳଦସ୍ୟୁରୂପେ ଅତ୍ୟାଚାର
କରୁଥିଲେ ]
ପ୍ରାଦେଶିକ - (ଯାଜପୁର)ବିଶେଷଣ -
[ସମ୍ପାଦନା]କୃପଣ — Miserly.