Jump to content

ମଘବାଃ

ଉଇକିଅଭିଧାନ‌ରୁ

ମଘବାଃ

ଉଚ୍ଚାରଣ

[ସମ୍ପାଦନା]
(ମଘୋନୀ—ସ୍ତ୍ରୀ) 

=== ସଂସ୍କୃତ - ବିଶେଷ୍ୟ - ପୁଂ. (ମହ୍. ଧାତୁ+କର୍ମ. ଅନ୍ ଅସ୍; ମଘବନ୍, ୧ମା. ୧ବ)

୧. ଦେବରାଜ; ଇନ୍ଦ୍ର — ୧. Indra; the king of Hindu gods.
୨. ପେଚକ —୨. An owl (Apte.)
୩. ବ୍ୟାସଙ୍କ ନାମାନ୍ତର —୩. A name of Byāsa (Apte).