ମଘାତ୍ରୟୋଦଶୀ
ଭାଦ୍ର ମାସର ମଘାନକ୍ଷତ୍ର ଯୁକ୍ତ କୃଷ୍ଣା ତ୍ରୟୋଦଶୀ —The ୧୩th day of the dark fortnight of Bhādra if it falls on the Maghā asterism.
[ଦ୍ରଷ୍ଟବ୍ୟ —ଏ ତିଥିରେ ମଧୁ ବା ପାୟସଦ୍ୱାରା ପିତୃଲୋକଙ୍କର ଉଦ୍ଦେଶ୍ୟରେ ଶ୍ରାଦ୍ଧ କରିବାକୁ ହୁଏ]