Jump to content

ମଘାଭବ

ଉଇକିଅଭିଧାନ‌ରୁ

ମଘାଭବ

ଉଚ୍ଚାରଣ

[ସମ୍ପାଦନା]

(ମଘାଭୂ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ମଘା+ଭୂ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ମଘା ନକ୍ଷତ୍ର ଜାତ —Born at a time when the constellation of Maghā was in the ascedant.

ବିଶେଷ୍ୟ -

[ସମ୍ପାଦନା]
୧. ଶୁକ୍ରାଚାର୍ଯ୍ୟ — ୧. Sukrāchārj̄ya, the preceptor of the demons.
୨. ଶୁକ୍ରଗ୍ରହ (ହିନ୍ଦୀ - ଶ) —୨. The planet Venus.