Jump to content

ମଘୁଶିର

ଉଇକିଅଭିଧାନ‌ରୁ

ମଘୁଶିର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ମାର୍ଗଶୀର୍ଷ; ମାର୍ଗଶିରଃ)

[ସମ୍ପାଦନା]

ମାର୍ଗଶିର ବା ଅଗ୍ରହାୟଣ ମାସ —The lunar month of 'Mārgaṡira' following Kārttika.

(ଉ— କାର୍ତ୍ତିକ ସରନ୍ତେ ସଖି ମଗୁଶୀର ଆସେ ପ୍ରାଚୀ. ରହସ୍ୟମଞ୍ଜରୀ)