Jump to content

ମଙ୍କ ଣକ

ଉଇକିଅଭିଧାନ‌ରୁ

ମଙ୍କ ଣକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମହାଭାରତୋକ୍ତ କୁରୁକ୍ଷେତ୍ରର ଦ୍ୱାରପାଳ ଯକ୍ଷବିଶେଷ —୧. Name of a demigod said to guard the Kuruksetra battle-filed.

(ଉ— କୁରୁ କ୍ଷେତ୍ରରେ ମଙ୍କନକ ଦ୍ୱାରପାଳ, ଅଛନ୍ତି ନମଇଁ ଯେ ତାଙ୍କ ପାଦତଳ କୃଷ୍ଣସିଂହ. ମହାଭାରତ. ବନ)

୨. ଋଷି ବିଶେଷ (ହିନ୍ଦୀ - ଶ) —୨. Name of a sage