Jump to content

ମଙ୍ଗତ୍ ଜାନ୍

ଉଇକିଅଭିଧାନ‌ରୁ

ମଙ୍ଗତ୍ ଜାନ୍

ଉଚ୍ଚାରଣ

[ସମ୍ପାଦନା]

[ମଙ୍ଗନ୍ ଜ(ଜା)ନ୍—ଅନ୍ୟରୂପ]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମଙ୍ଗତ୍=ଯେ ମଙ୍ଗେ ବା ରାଜି ହୁଏ +ଜାନ୍= ସ୍ତ୍ରୀ ଲୋକ)

[ସମ୍ପାଦନା]

ନର୍ତ୍ତକୀ; ବେଶ୍ୟା — A female dancer; dancing girl, who has accepted the professiobn of dancing out of her free will; prostitute.