ମଙ୍ଗନ
ଦେଖଣା
ମଙ୍ଗନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଙ୍ଗନ
|
ଦେଶଜ - ବି—(ସଂସ୍କୃତ - ମଙ୍ଗଳ)
[ସମ୍ପାଦନା]- ୧. ବିବାହର ପୂର୍ବ ଦିବସ ମଙ୍ଗଳ— କୃତ୍ୟ —୧. The day previous to a marriage.
(ଉ— ଆଜି ମଙ୍ଗନ କାଲି ବାହା, କିସ କରୁଅଛି କନିଆର ମାଆ ଢଗ
- ୨. ବିବାହର ପୂର୍ବ ଦିବସରେ ବର ଓ କନ୍ୟା ଯେଉଁ ମଙ୍ଗଳ କର୍ମ କରନ୍ତି) ୨. The ceremonies performed on the eve of a marraige.