Jump to content

ମଙ୍ଗନ ଓତା

ଉଇକିଅଭିଧାନ‌ରୁ

ମଙ୍ଗନ ଓତା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିବାହର ପୂର୍ବ ଦିବସରେ ବର ଓ କନ୍ୟା ଯେଉଁ ନୂଆ ଲୁଗା ପିନ୍ଧନ୍ତି —New cloths put on by the bride and the bridegroom on the day previous to the marriage

[ଦ୍ରଷ୍ଟବ୍ୟ — କନ୍ୟାର ଲୁଗାକୁ ମଙଅଗନ ଶାଢ଼ି ଓ ବରର ଲୁଗାକୁ ମଙ୍ଗନ— ପାଞ୍ଚି କହନ୍ତି]