Jump to content

ମଙ୍ଗଲ୍ୟ

ଉଇକିଅଭିଧାନ‌ରୁ

ମଙ୍ଗଲ୍ୟ

ଉଚ୍ଚାରଣ

[ସମ୍ପାଦନା]
(ମଙ୍ଗଲ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଣ—(ମଙ୍ଗଳ+ହିତାର୍ଥେ. ଯ)

[ସମ୍ପାଦନା]
୧. ମଙ୍ଗଳଜନକ; ଶୁଭଜନକ —୧. Auspicious; propitious.
୨. ସୁଖକର; ସୁଖଦାୟକ —୨. Producing happiness.
୩. ସୁନ୍ଦର —୩. Beautiful.

ବିଶେଷ୍ୟ -

[ସମ୍ପାଦନା]
୧. ଚନ୍ଦନ —୧. Sandal.
୨. ଦଧି —୨. Curd.
୩. ସୁବର୍ଣ୍ଣ —୩. Gold.
୪. ବିଲ୍ୱ ବୃକ୍ଷ —୪. The Bel tree.
୫. ଅଶ୍ୱତ୍ଥ ବୃକ୍ଷ —୫. The holy fig tree.
୬. ସିନ୍ଦୂର —୬. Vermilion.
୭. କଇଥ ଗଛ —୭. Woo apple (tree).
୮. ନଡ଼ିଆ ଗଛ —୮. Cocoanut tree.
୯. ପଇଡ଼ — ୯. Raw or green cocoanut.

[ଦ୍ରଷ୍ଟବ୍ୟ —ଶୁଭାନୁ— ଷ୍ଠାନମାନଙ୍କରେ ପୂଜାଦିରେ ବ୍ୟବହୃତ ନାନା ପଦାର୍ଥ ଯଥା— ପୂର୍ଣ୍ଣକୁମ୍ଭ. ଦୂବ ବରକୋଳି ପତ୍ର, ହଳଦୀ ଚନ୍ଦନ, ଦହି ନଡ଼ିଆ, ପଇଡ଼ ଗୁଆ, ଆମ୍ୱଡ଼ାଳ ଇତ୍ୟାଦି ଶୁଭସୂଚକ ବୋଲି ବ୍ୟବହୃତ ହୁଏ ସେମାନେ ଯଥାକ୍ରମେ 'ମଙ୍ଗଲ୍ୟ' ଓ ମଙ୍ଗଲ୍ୟା ବୋଲି ଅଭିହିତ]