Jump to content

ମଙ୍ଗଳନ

ଉଇକିଅଭିଧାନ‌ରୁ

ମଙ୍ଗଳନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ମଙ୍ଗଳ)

[ସମ୍ପାଦନା]

ମଙ୍ଗୁଳିବା; ମଙ୍ଗଳାଚରଣ; ବିବାହାତି ପୂର୍ବରୁ ଅହ୍ୟ ସ୍ତ୍ରୀ ମାନଙ୍କଦ୍ୱାରା ଅନୁଷ୍ଠିତ ଦେବରାଧନା ଓ ହାଣ୍ଡିମଙ୍ଗୁଳା ଆଦି — A propitiatory ceremony performed by females consisting of invoking the blessings of the village Goddess on festive occasions pots for those occasions.

୨. ଅଭିମନ୍ତ୍ରଣ; ପୂଜାଧିବାସ —୨. Consecration.