Jump to content

ମଙ୍ଗଳାକର

ଉଇକିଅଭିଧାନ‌ରୁ

ମଙ୍ଗଳାକର

ଉଚ୍ଚାରଣ

[ସମ୍ପାଦନା]

ମଙ୍ଗଳାଧାର, ମଙ୍ଗଳାଳୟଅନ୍ୟରୂପ

ସଂସ୍କୃତ - ବିଶେଷଣ - (୬ଷଷ୍ଠୀ ତତ୍; ମଙ୍ଗଳ+ଆକାର)

[ସମ୍ପାଦନା]

ମଙ୍ଗଳମୟ; କଲ୍ୟାଣମୟ —Full of bliss.

ବିଶେଷ୍ୟ -

[ସମ୍ପାଦନା]

ମଙ୍ଗଳର ନିଦାନ — Source of all bliss.