Jump to content

ମଙ୍ଗଳାଙ୍କ ଘଟ

ଉଇକିଅଭିଧାନ‌ରୁ

ମଙ୍ଗଳାଙ୍କ ଘଟ

ଉଚ୍ଚାରଣ

[ସମ୍ପାଦନା]

(ମଙ୍ଗଳାଙ୍କ ଘଣ୍ଟ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କାକାଟପୁରର ମଙ୍ଗଳା ଠାକୁରାଣୀଙ୍କ ନିକଟରେ ପୂଜା ହୋଇଥିବା କ୍ଷୁଦ୍ର ଜଳଘଟ —A small water-jar representing the Goddess Maṇgaḻā which the sebakas carry from village to village.

[ଦ୍ରଷ୍ଟବ୍ୟ —ଏହି ଘଣ୍ଟକୁ ଠାକୁରାଣୀଙ୍କ ସେବକମାନେ ପୁଷ୍ପ ବିଭୂଷିତ କରି ମଫସଲରେ ଗ୍ରାମେ ଗ୍ରାମେ ବୁଲାନ୍ତି]

୨. ମଙ୍ଗଳା ଠାକୁରାଣୀ ପ୍ରତିମୂର୍ତ୍ତି —୨. An image of Maṅgaḻā carried by the Sebakas from village to village for begging purposes.

[ଦ୍ରଷ୍ଟବ୍ୟ —ଏହାକୁ ସେବକମାନେ ଗୋଟିଏ ଗୋଟିଏ ଛୋଟ ବିମାନରେ ରଖି, ଗ୍ରାମେ ଗ୍ରାମେ ବୁଲାଇ ଘଣ୍ଟ ବଜାଇ ସ୍ତ୍ରୀଲୋକଙ୍କଠାରୁ ଚାଉଳ, ହଳଦୀ, ଦୂବ, ସିନ୍ଦୂର ଆଦି ସଂଗ୍ରହ କରନ୍ତି]