Jump to content

ମଙ୍ଗଳାଚରଣ

ଉଇକିଅଭିଧାନ‌ରୁ

ମଙ୍ଗଳାଚରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍; ମଙ୍ଗଳ+ଆଚରଣ)

[ସମ୍ପାଦନା]
୧. କୌଣସି ଶୁଭକର୍ମରେ ଅନୁଷ୍ଠାନ ଆରମ୍ଭରେ କରାଯିବା ମଙ୍ଗଳପ୍ରଦ କର୍ମ —୧. Propitiatory ceremony; auspicious ceremony performed at the beginning of a festival occasion; auspicious preliminary observances.
୨. କର୍ମାରମ୍ଭରେ ପ୍ରାଥମିକ ସ୍ତୁତି ପାଠ —୨. Preliminary payer in the beginning.
୩. କାବ୍ୟାଦିର ନାନ୍ଦୀ ଶ୍ଳୋକ ବା ଦେବତାଙ୍କ ବନ୍ଦନା — ୩. The opening lines of a poem invoking a Deity for a blessing.