Jump to content

ମଙ୍ଗଳାରୋପଣ

ଉଇକିଅଭିଧାନ‌ରୁ

ମଙ୍ଗଳାରୋପଣ

ଉଚ୍ଚାରଣ

[ସମ୍ପାଦନା]

(ମଙ୍ଗଳାର୍ପଣ—ଦେଶଜ ରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବିବାହ ବା ବ୍ରତ କର୍ମର ପ୍ରାରମ୍ଭିକ କର୍ମ ଯାହା ହୋଇ ସାରିବା ପରେ ଅଶୌଚାଦି ଘଟିଲେ ରୂପ) ମଧ୍ୟ ବିବାହ ବା ବ୍ରତ ଆଦି କର୍ମ ବନ୍ଦ ହୁଏ ନାହିଁ —The preliminary religious rritual in a marriage, or thread ceremony, which being performed; the ceremonies are not stopped on account of any social impurrity.