ମଙ୍ଗଳୋତ୍ସବ
ଶୁଭ ପର୍ବ; ଶୁଭାନୁଷ୍ଠାନ —Auspicious orr festive occasions.
[ଦ୍ରଷ୍ଟବ୍ୟ —ବିବାହ, ବ୍ରତ, ଯଜ୍ଞ, ବର୍ଣ୍ଣବୋଧ ଓ ଆଶୀର୍ବାଦ ଘର ପ୍ରଭୃତିକୁ ମଙ୍ଗଳୋତ୍ସବ କୁହାଯାଏ]