ମଙ୍ଗଳ ଆଳତି
ଦେଖଣା
ମଙ୍ଗଳ ଆଳତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଙ୍ଗଳ ଆଳତି
|
ଦେଶଜ - ବି—(ସଂସ୍କୃତ - ମଙ୍ଗଳ ଓ ଆରାତ୍ରିକ)
[ସମ୍ପାଦନା]ପ୍ରତିଦିନ ସକାଳେ ଦେବ ବିଗ୍ରହମାନଙ୍କର ନିଦ୍ରାତ୍ୟାଗ ସୂଚକ ସର୍ବ ପ୍ରଥମେ କରାଯିବା ଆରତି ବା ଦୀପାଦି ପ୍ରଦର୍ଶନଦ୍ୱାରା ପୂଜା —The ceremony of waving lights as the first thing done in the morning before idols.
(ଉ—ନୀଳାଚଳ ଧାମେ ପ୍ରତ୍ୟୂଷେ ମଙ୍ଗଳ—ଆଳତି ଦର୍ଶନ ପାଇଁ ରାଧାନାଥ. ପାର୍ବତୀ