Jump to content

ମଙ୍ଗଳ କୁମ୍ଭ

ଉଇକିଅଭିଧାନ‌ରୁ

ମଙ୍ଗଳ କୁମ୍ଭ

ଉଚ୍ଚାରଣ

[ସମ୍ପାଦନା]

(ମଙ୍ଗଳ କଳଶ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବ୍ରତ ବିବାହାଦି ଶୁଭାନୁଷ୍ଠାନ ଉପଲକ୍ଷରେ ବେଦିରେ ବା ଗୃହର ଦ୍ୱାର ଦେଶରେ ସ୍ଥାପିତ ଜଳ— ପୂର୍ଣ୍ଣ କଳଶ; ପୂର୍ଣ୍ଣକୁମ୍ଭ —A jar full of water kept on the altar or at the door on ceremonial and festive occasions.