Jump to content

ମଙ୍ଗଳ ଚଣ୍ଡିକା

ଉଇକିଅଭିଧାନ‌ରୁ

ମଙ୍ଗଳ ଚଣ୍ଡିକା

ଉଚ୍ଚାରଣ

[ସମ୍ପାଦନା]

(ମଙ୍ଗଳଚଣ୍ଡୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ଭଗବତୀ; ଦୁର୍ଗା —୧. Durgā
୨. ଅଭୀଷ୍ଟସିଦ୍ଧ୍ୟର୍ଥ ମଙ୍ଗଳବାରରେ ସ୍ତ୍ରୀ ଲୋକମାନେ ଯେଉଁ ଚଣ୍ଡୀଙ୍କୁ ବା ଭଗବତୀଙ୍କୁ ପୂଜା କରନ୍ତି —୨. Goddess Dugrā worshipped by females on Tuesdays.

[ଦ୍ରଷ୍ଟବ୍ୟ —ଏ ଦ୍ୱିଭୁଜା, ରକ୍ତପଦ୍ମାସନସ୍ଥା, ଗୌରବର୍ଣ୍ଣା ଦେବୀ ଅଟନ୍ତି ଧନୀ ସଉଦାଗରଙ୍କ ସ୍ତ୍ରୀ ପ୍ରଥମେ ସ୍ତ୍ରୀ ମାନଙ୍କ ମଧ୍ୟରେ ଏ ପୂଜା ଚଳାଇଥିବା ବିଷୟ ବ୍ରତ କଥାରେ ଉଲ୍ଲେଖ ହୋଇଅଛି]