ମଙ୍ଗଳ ଦର୍ଶନ
ଦେଖଣା
ମଙ୍ଗଳ ଦର୍ଶନ
ଉଚ୍ଚାରଣ
[ସମ୍ପାଦନା](ମଙ୍ଗଳଦର୍ଶନା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଶୁଭସୁଚକ ବସ୍ତୁର ଦର୍ଶନ; ଶୁଭଶକୁନ — Seeing or meeting with an auspicious thing.
ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଯାହାକୁ ଦେଖିଲେ ଭାବି ମଙ୍ଗଳ ଘଟିବାର ସୂଚିତ ହୁଏ — Auspicious; whose sight indicates the happening of a happy event.
[ଦ୍ରଷ୍ଟବ୍ୟ —ବାଆଁ ବିଲୁଆ, ପୂର୍ଣ୍ଣକୁମ୍ଭ, ଭଦଭଦଳିଆ ପକ୍ଷୀଆଦି ମଙ୍ଗଳ ଦର୍ଶନ ଅଟନ୍ତି—]