Jump to content

ମଙ୍ଗଳ ପାକ

ଉଇକିଅଭିଧାନ‌ରୁ

ମଙ୍ଗଳ ପାକ

ଉଚ୍ଚାରଣ

[ସମ୍ପାଦନା]

(ମଙ୍ଗଳ ପାଗ, ମଙ୍ଗଳ ଭୋଜନ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବିବାହିତା ମଙ୍ଗଳକୃତ୍ୟର ପୂର୍ବ ଦିନ ରାନ୍ଧିବା ପାଇଁ କରାଯିବା ନୂଆ ହାଣ୍ଡି — ୧. The new set of Earthen pots for a festive occasion.
୨. ବରର କୁଟୁମ୍ୱ ଓ ବନ୍ଧୁମାନଙ୍କୁ ବିବାହାଦିର ପୂର୍ବ ଦିନ ଦିଆଯିବା ଅନ୍ନ ଭୋଜନ —୨. A feast of cooked food given to the kindreds and relatives of the bridegroom on the eve of marriage, generally in the night previous to the day of marriage.

[ଦ୍ରଷ୍ଟବ୍ୟ —ମଙ୍ଗଳ ଭୋଜନ ସାରି ବର ଓ କନ୍ୟା ଘରକୁ ଯାତ୍ରା କରନ୍ତି]