ମଙ୍ଗଳ ପୁର
ଦେଖଣା
ମଙ୍ଗଳ ପୁର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପୁରୀ ଜିଲ୍ଲାର ପିପିଲି ନିକଟସ୍ଥ ଗୋଟିଏ ବଡ଼ ଗ୍ରାମ —୧. Name of a populous village in the district of Puri
[ଦ୍ରଷ୍ଟବ୍ୟ —ଏଠାରେ ହାଟ ବସେ ଓ ଏହା ଅନେକ କେଳାଙ୍କ ବାସସ୍ଥାନ]
- ୨. ବାଲେଶ୍ୱରର ଗୋଟିଏ ବଡ଼ ଗ୍ରାମ —୨. Name of a village in Balasore district.
[ଦ୍ରଷ୍ଟବ୍ୟ —ଏହା ମୁଗୁନି ପଥର ବାସନ ନିମନ୍ତେ ପ୍ରସିଦ୍ଧ]