ମଙ୍ଗଳ ବାର
(ମଙ୍ଗଳବାସର—ଅନ୍ୟରୂପ)
କୁଜବାର; ସୋମବାର ପରବର୍ତ୍ତୀ ଦିନ — Tuesday.
ମଙ୍ଗଳ— ବାରରେ କରାଯିବା ବ୍ରତବିଶେଷ — A ritual performed on Tuesday.
(ଉ— ମାସି ମଙ୍ଗଳ ବାର ଚାରି, ଏବେହେଁ କଲେ ନନ୍ଦନାରୀ ଭୂପତି, ପ୍ରୋମପଞ୍ଚାମୃତ)